ରାତିରେ ବାଦାମ ଖାଇଲେ ଦୂର ହେବ ଅନିଦ୍ରା ଓ ବଢିବ ସେକ୍ସ ପାୱାର

ରାତିରେ ବାଦାମ ଖାଇଲେ ଦୂର ହେବ ଅନିଦ୍ରା ଓ ବଢିବ ସେକ୍ସ ପାୱାର

ରାତିରେ ବାଦାମ ଖାଇଲେ ଦୂର ହେବ ଅନିଦ୍ରା ଓ ବଢିବ ସେକ୍ସ ପାୱାର
ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲୋକେ ଅନେକ ଉପାୟ ଆପଣାଉଛନ୍ତି । କିନ୍ତୁ ବର୍ତ୍ତମାନ ଦେଶର ଲକ୍ଷ ଲକ୍ଷ ଲୋକ ଘରୋଇ ଉପଚାର ଆପଣାଉଛନ୍ତି । ଆପଣ ବାଦାମର ନାଁ ତ ନିଶ୍ଚିନ୍ତ ଶୁଣିଥିବେ । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ ବାଦାମ । ଏହା ଖାଇବା ଦ୍ୱାରା ଶରୀରରେ ପ୍ରଚୁର ପରିମାଣରେ ରୋଗ ପ୍ରତିଶୋଧକ ଶକ୍ତି ବଢାଇଥାଏ । କପରି ଖାଇବେ : ଏକ କପ୍ ଉଷୁମ କ୍ଷୀର ସହିତ ୨ ଚାମଚ ବାଦାମ ପାଉଡର, ଅଧା ଚାମଚ ମହୁ, ଅଳ୍ପ ଗୁଜୁରାତି ଗୁଣ୍ଡ ମିଶାଇ ରାତିରେ ସେବନ କରନ୍ତୁ । ଏହା ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ବଢାଇଥାଏ । ଏହା ସହ ଯଦି ଆପଣଙ୍କ ଅନିଦ୍ରା ସମସ୍ୟା ରହିଛି ଶୋଇବା ପୂର୍ବରୁ ଏକ ଚାମଚ ବାଦାମ ଖାଇ ଗୋଟେ ଗ୍ଲାସ କ୍ଷୀର ପିଇ ଦିଅନ୍ତୁ । ଆହୁରି ମଧ୍ୟ ଆପଣଙ୍କ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ମିରାଇଷ୍ଟାଇସନ୍, ଏଲେମିସିନ୍, ଇଉଜେନଲ୍, ଏବଂ ସାଫେରୋଲ୍ ଗଣ୍ଠି ଯନ୍ତ୍ରଣା ପାଇଁ ଏହା ସର୍ବୋତ୍ତମ ହେବା ସହିତ ଏହାକୁ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ହଜମକାରୀ ଏନଜାଇମର ସ୍ରୋତକୁ ବଢାଇଥାଏ । ବାଦାମରେ ଫାଇବର ଥିବାରୁ ଏହା ଅନ୍ତନଳାରେ ସାହାଯ୍ୟ କରିଥାଏ । ଏହା ଖାଇବା ଦ୍ୱାରା ଲୋକମାନଙ୍କର ସେକ୍ସ ଡ୍ରାଇଭ୍ ମଧ୍ୟ ଠିକ ରହିଥାଏ । ବାଦାମର ଅନେକ ହିତକାରୀ ଗୁଣ ମଧ୍ୟରୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେବା ସହ ଏଥରେ ଆଣ୍ଟି-ଇନ୍ଫ୍ଲାମେଟୋରୀ କମ୍ପାଉଣ୍ଡରେ ଭରପୂର ଥିବାରୁ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିଥାଏ । ମଧୁମେୟ ଓ ଆର୍ଥ୍ରାଇଟିସ୍ ଦୂର କରିଥାଏ ।