ରାଜ୍ୟରେ ୨ ଲକ୍ଷ ୨୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ଜିଲାରେ କେତେ

ରାଜ୍ୟରେ ୨ ଲକ୍ଷ ୨୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ଜିଲାରେ କେତେ

ଭୁବନେଶ୍ୱର : ରାଜ୍ୟରେ ଆଉ ୩୦୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୩୪୩୧୪ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ରାଜ୍ୟରେ ଏଯାବତ କେଉଁ ଜିଲାରୁ କେତେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାର ସାରଣୀ ନିମ୍ନରେ ପ୍ରଦାନ କରାଗଲା । ଅନୁଗୁଳ : ୪୫୭୩ ବାଲେଶ୍ୱର : ୭୮୮୬ ବରଗଡ଼ : ୬୬୭୪ ଭଦ୍ରକ : ୫୪୫୪ ବଲାଙ୍ଗୀର : ୪୫୮୩ ବୌଦ୍ଧ : ୧୯୬୬ କଟକ : ୨୧୫୦୫ ଦେବଗଡ଼ : ୬୭୮ ଢେଙ୍କାନାଳ : ୩୮୯୪ ଗଜପତି : ୩୬୨୧ ଗଞ୍ଜାମ : ୨୦୨୭୬ ଜଗତସିଂହପୁର : ୫୫୩୫ ଯାଜପୁର : ୮୬୭୫ ଝାରସୁଗୁଡ଼ା : ୪୭୫୭ କଳାହାଣ୍ଡି : ୩୪୫୪ କନ୍ଧମାଳ : ୪୬୭୭ କେନ୍ଦ୍ରାପଡ଼ା : ୫୩୯୭ କେନ୍ଦୁଝର : ୪୫୯୯ ଖୋର୍ଦ୍ଧା : ୩୯୫୫୮ କୋରାପୁଟ : ୬୩୦୬ ମାଲକାନାଗିରି : ୩୭୯୬ ମୟୂରଭଞ୍ଜ : ୮୪୮୯ ନବରଙ୍ଗପୁର : ୩୮୪୬ ନୟାଗଡ଼ : ୪୯୯୭ ନୂଆପଡ଼ା : ୩୩୩୮ ପୁରୀ : ୧୦୪୫୩ ରାୟଗଡ଼ା : ୭୫୬୮ ସମ୍ବଲପୁର : ୬୩୦୪ ସୁବର୍ଣ୍ଣପୁର : ୩୧୮୬ ସୁନ୍ଦରଗଡ଼ : ୭୭୭୫ ଷ୍ଟେଟ ପୁଲ : ୫୫୬୭