ମ୍ୟାଚବେଳେ ଭୁଶୁଡିଲା ଗ୍ୟାଲେରୀ

ମ୍ୟାଚବେଳେ ଭୁଶୁଡିଲା ଗ୍ୟାଲେରୀ

କେରଳ: କେରଳରେ  ମ୍ୟାଚ ଚାଲିଥିବାବେଳେ ଭୁଶୁଡି ପଡିଲା ଅସ୍ଥାୟୀ ଗ୍ୟାଲେରୀ । ମାଲାପୁରମ୍ ପୁନଗଡ୍ ଫୁଟବଲ ମ୍ୟାଚ ବେଳେ ଏହି ଦୁର୍ଘଟଣା ଘଟିଛି । ଗ୍ୟାଲେରୀରେ ବସି ମ୍ୟାଚ ଦେଖୁଥିବା ୨୦୦ ଦର୍ଶକ ଆହତ ହୋଇଥିବା ସୂଚନା ମିଳିଛି । ଗ୍ୟାଲେରୀ ସହ ଷ୍ଟାଡିୟମର ଲାଇଟ୍ ପୋଷ୍ଟ ମଧ୍ୟ ଭୁଶୁଡି ପଡିଛି । ଏଥିରେ ଆହତ ହୋଇଥିବା ଦର୍ଶକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିସôା କରାଯାଉଛି ।