ମାହାଙ୍ଗା ଡବଲ ମର୍ଡର: ମିଳିଲାନି ଜାମିନ
ମାହାଙ୍ଗା ଡବଲ ମର୍ଡର: ମିଳିଲାନି ଜାମିନ
ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡରରେ ଅଭିଯୁକ୍ତମାନଙ୍କୁ ମିଳିଲାନି ଜାମିନ । ଜାମିନ ଦେଲେନି ହାଇକୋର୍ଟ । ଜାମିନ ନମିଳିବାରୁ୬ ଅଭିଯୁକ୍ତ ନିରାଶ ହୋଇଛନ୍ତି । ଅଭିଯୁକ୍ତ କୈଳାଶ ଖଟୁଆ, ମଳୟ ବାରିକ, ଭିକାରୀ ସ୍ୱାଇଁ, କ୍ଷିତୀଶ ଆଚାର୍ଯ୍ୟ, ଅରବିନ୍ଦ ଖଟୁଆ ଓ ଚୈତନ୍ୟ ସେଠିଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।
ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଙ୍ଗ ବରାଳଙ୍କୁ ମାରି ଦିଆଯାଇଥିଲା । ଏହି ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନା ୧୩ ନମ୍ବର ମୁଦାଲା ଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।




admin 