ମାଆ ଝିଅଙ୍କୁ ହତ୍ୟା !

ମାଆ ଝିଅଙ୍କୁ ହତ୍ୟା !

ମାଆ ଝିଅଙ୍କୁ ହତ୍ୟା !
ଭୁବନେଶ୍ୱର: ରେଢାଖୋଲ କିସିଣ୍ଡାରେ ଘର ଭିତରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିପାଶ୍ୱିର୍କ ସ୍ଥିତିରୁ ହତ୍ୟା ସନେ୍ଦହ କରାଯାଉଛି । ୪/୫ ଦିନ ହେଲା ବାପା ଜଣେ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ । ଘରେ ମାଆ ଏବଂ ୧୪ ବର୍ଷର ଝିଅ ଉଭୟ ରହିଥିଲେ । ଆଜି ଫେରି ଘର ଭିତରେ ପତ୍ନୀ ଓ ଝିଅଙ୍କ ମୃତଦେହ ଦେଖିଲେ ବାପା । ଦେଖିସାରିବା ପରେ ପୋଲିସ ଡାକିଲେ । ଘଟଣାସ୍ଥଳରେ ପୋଲିସ ପହଂଛି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।