ମନୋଜ ମହାପାତ୍ର କଂ‌ଗ୍ରେସର ପଞ୍ଚାୟତ ଓ ପୌର ନିର୍ବାଚନ ମିଡିଆ ଇନ୍‌ଚାର୍ଜ

ମନୋଜ ମହାପାତ୍ର କଂ‌ଗ୍ରେସର ପଞ୍ଚାୟତ ଓ ପୌର ନିର୍ବାଚନ ମିଡିଆ ଇନ୍‌ଚାର୍ଜ

ମନୋଜ ମହାପାତ୍ର କଂ‌ଗ୍ରେସର ପଞ୍ଚାୟତ ଓ ପୌର ନିର୍ବାଚନ ମିଡିଆ ଇନ୍‌ଚାର୍ଜ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ କୁମାର ମହାପାତ୍ରଙ୍କୁ ମିଳିଛି ଗୁରୁ ଦାୟିତ୍ବ। ଦଳ ତରଫରୁ ତାଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ମିଡିଆ ଇନଚାର୍ଜ ଦାୟିତ୍ୱ ଦିଆଯାଇଛି । ଶ୍ରୀ ମହାପାତ୍ର ନିର୍ବାଚନ ସମ୍ପର୍କିତ ସମସ୍ତ ମିଡିଆ ଦାୟିତ୍ୱ ନିର୍ବାହ କରିବେ ବୋଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ଆବାହକ ଯଜେ୍ଞଶ୍ୱର ବାବୁ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।