ଭାରତରେ ୟୁକେର ନୂଆ ଷ୍ଟ୍ରେନ ଚିହ୍ନଟ

ଭାରତରେ ୟୁକେର ନୂଆ ଷ୍ଟ୍ରେନ ଚିହ୍ନଟ

ଭାରତରେ ୟୁକେର ନୂଆ ଷ୍ଟ୍ରେନ ଚିହ୍ନଟ
ଭୁବନେଶ୍ୱର:ଭାରତରେ ୟୁକେର ନୂଆ ଷ୍ଟ୍ରେନ ଚିହ୍ନଟ ନେଇ ସୂଚନା ମିଳିଛି । ୟୁକେର ନୂଆ ଷ୍ଟ୍ରେନ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି । ଦେଶରେ କରୋନାର ନୂଆ ଷ୍ଟ୍ରେନର ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଟ୍ରେନରୁ ଫେରିଥିବା ଲୋକଙ୍କ ମଧ୍ୟରୁ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇସୋଲେସନରେ ସମସ୍ତ ୬ ଆକ୍ରାନ୍ତ ରହିଛନ୍ତି । ୩ଟି ଲ୍ୟାବରେ ପରୀକ୍ଷଣ ପରେ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ବେଙ୍ଗାଲୁରୁ ଲ୍ୟାବରୁ ୩, ହାଇଦ୍ରାବାଦ ଲ୍ୟାବରୁ ୨ ଚିହ୍ନଟ ହୋଇଥିବାବେଳେ ପୁନେ ଲ୍ୟାବରୁ ଜଣେ ଚିହ୍ନଟ ହୋଇଛନ୍ତି । ୨୮ ଦିନରେ ବି୍ରଟେନରୁ ଭାରତକୁ ୩୩ ହଜାର ଯାତ୍ରୀ ଫେରିଛନ୍ତି ।