ବଡ଼ ଘୋଷଣା, ଆର୍ବିଆଇ ଆଣିବ ଡିଜିଟାଲ୍ କରେନ୍ସି
ବଡ଼ ଘୋଷଣା, ଆର୍ବିଆଇ ଆଣିବ ଡିଜିଟାଲ୍ କରେନ୍ସି
ନୂଆଦିଲ୍ଲୀ: ସଂସଦରେ ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଜାରି ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏଥିରେ ଅର୍ଥମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଘୋଷଣାର ରହିଛି ଆର୍ବିଆଇ ଆଣିବ ଡିଜିଟାଲ୍ କରେନ୍ସି। ଡିଲିଟାଲ୍ ଟଙ୍କା ଜାରି କରାଯିବ। ପ୍ରଥମ କରି ଦେଶର ନିଜର ଡିଜିଟାଲ୍ କରୋନ୍ସି ଜାରି ହେବ। ୨୦୨୨-୨୩ ଆର୍ଥିକ ବର୍ଷରେ ଏହି କରୋନ୍ସି ଜାରି କରାଯିବ। ବ୍ଲାକ୍ ଚେନ୍ ଟେକ୍ନୋଲୋଜି ଅନୁଯାୟୀ ପ୍ରସ୍ତୁତ ହେବ ଡିଜିଟାଲ୍ କରୋନ୍ସି। ଆସନ୍ତୁ ଜାଣିବ ଆଉ କ’ଣ ରହିଛି ବଡ଼ ଘୋଷଣା। ଆଇଆର୍ଡିଏ ବୀମା ବଣ୍ଡ ଜାରି କରାଯିବ ବ୍ୟାଙ୍କ ସହିତ ଯୋଡ଼ି ହେବ ୧.୫ ଲକ୍ଷ ପୋଷ୍ଟ ଅଫିସ, ଡାକଘରେ ଏଟିଏମ୍ ସୁବିଧା, ଆଞ୍ଚଳିକ ଘାଷାରେ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ଶିକ୍ଷା, ଇ-ପାସପୋର୍ଟ ବ୍ୟବସ୍ଥାୟ, ଘରୋଇ କମ୍ପାନି ଆରମ୍ଭ କରିବେ ୫-ଜି, ୨୦୨୨-୨୩ରେ ୫-ଜି ସେବା ଆରମ୍ଭ, ୨୦୨୨-୨୩ରେ ଚପ୍ଯୁକ୍ତ ପାସ୍ପୋର୍ଟ ବ୍ୟବସ୍ଥା, ସ୍ବାସ୍ଥ୍ୟ ସୁବିଧାକୁ ସଶକ୍ତ କରାଯିବ, ମିସନ୍ ଶକ୍ତି-ମିସନ୍ ବତ୍ସାଲୟ ଯୋଜନା ଆରମ୍ଭ, ୫-ଜି ସ୍ପେକ୍ଟ୍ରମ୍ ପାଇଁ ଶୀଘ୍ର ହେବ ନିଲାମ, ପେପରଲେସ୍ ଇ ବିଲ୍, ବ୍ରଡ୍ବ୍ୟାଣ୍ଡ ସହିତ ଯୋଡ଼ି ହେବ ଦେଶର ଗାଁ। ୫-ଜି ଉପକରଣ ଲାଗି ପିଏଲ୍ଆଇ ସ୍କିମ୍, ଅପ୍ଟିକ୍ାଲ୍ ଫାଇବର ଅର୍ଡର ୨୦୨୫ ସୁଦ୍ଧା ଶେଷ ହେବ, ରକ୍ଷା ଉପକରଣ ଆମଦାନୀ କମ୍ କରାଯିବ, ପିପିପି ମୋଡ୍ରେ ଅପ୍ଟିକାଲ୍ ଫାଇବର, ରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଯୋଜନା, ଡିଫ୍ନେ୍ସ ସେକ୍ଟରରେ ୬୫% ସ୍ବେଦେଶୀ ଯୋଜନା, ଡିଆର୍ଡିଏ ସହିତ ବେସରକାରୀ କମ୍ପାନି କାମ କରିବେ।




admin 