ବଜେଟ୍‌ରେ ବଡ଼ ଘୋଷଣା, ବ୍ୟାଙ୍କ ସହିତ ଯୋଡ଼ି ହେବ ୧.୫ ଲକ୍ଷ ପୋଷ୍ଟ ଅଫିସ

ବଜେଟ୍‌ରେ ବଡ଼ ଘୋଷଣା, ବ୍ୟାଙ୍କ ସହିତ ଯୋଡ଼ି ହେବ ୧.୫ ଲକ୍ଷ ପୋଷ୍ଟ ଅଫିସ

ବଜେଟ୍‌ରେ ବଡ଼ ଘୋଷଣା, ବ୍ୟାଙ୍କ ସହିତ ଯୋଡ଼ି ହେବ ୧.୫ ଲକ୍ଷ ପୋଷ୍ଟ ଅଫିସ

ନୂଆଦିଲ୍ଲୀ: ସଂସଦରେ ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଜାରି ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଆସନ୍ତୁ ଜାଣିବ କ୍’ଣ କଣ ବଡ଼ ଘୋଷଣା କରାଯାଉଛି। ବର୍ତ୍ତମାନ ଯାଏ ହୋଇଥିବା ୪୦ ବଡ଼ ଘୋଷଣା ବାବଦରେ ଜାଣନ୍ତ... 

୧) ଆଇଆର୍‌ଡିଏ ବୀମା ବଣ୍ଡ ଜାରି କରାଯିବ

୨) ବ୍ୟାଙ୍କ ସହିତ ଯୋଡ଼ି ହେବ ୧.୫ ଲକ୍ଷ ପୋଷ୍ଟ ଅଫିସ

୩) ଡାକଘରେ ଏଟିଏମ୍‌ ସୁବିଧା

୪) ଆଞ୍ଚଳିକ ଘାଷାରେ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ଶିକ୍ଷା

୫) ଇ-ପାସପୋର୍ଟ ବ୍ୟବସ୍ଥା

୬) ଘରୋ କମ୍ପାନି ଆରମ୍ଭ କରିବେ ୫-ଜି 

୭) ୨୦୨୨-୨୩ରେ ୫-ଜି ସେବା ଆରମ୍ଭ

୮) ୨୦୨୨-୨୩ରେ ଚପ୍‌ଯୁକ୍ତ ପାସ୍‌ପୋର୍ଟ ବ୍ୟବସ୍ଥା

୯) ସ୍ବାସ୍ଥ୍ୟ ସୁବିଧାକୁ ସଶକ୍ତ କରାଯିବ

୧୦) ମିସନ୍‌ ଶକ୍ତି-ମିସନ୍‌ ବତ୍ସାଲୟ ଯୋଜନା ଆରମ୍ଭ

୧୧) ୫-ଜି ସ୍ପେକ୍ଟ୍ରମ୍‌ ପାଇଁ ଶୀଘ୍ର ହେବ ନିଲାମ 

୧୨)  ପେପରଲେସ୍‌ ଇ ବିଲ୍ 

୧୩) ବ୍ରଡ୍‌ବ୍ୟାଣ୍ଡ ସହିତ ଯୋଡ଼ି ହେବ ଦେଶର ଗାଁ

୧୪) ୫-ଜି ଉପକରଣ ଲାଗି ପିଏଲ୍‌ଆଇ ସ୍କିମ୍

୧୫) ଅପ୍ଟିକ୍ାଲ୍‌ ଫାଇବର ଅର୍ଡର ୨୦୨୫ ସୁଦ୍ଧା ଶେଷ ହେବ

୧୬) ରକ୍ଷା ଉପକରଣ ଆମଦାନୀ କମ୍‌ କରାଯିବ

୧୭) ପିପିପି ମୋଡ୍‌ରେ ଅପ୍ଟିକାଲ୍‌ ଫାଇବର

୧୮) ରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଯୋଜନା

୧୯) ଡିଫ୍ନେ୍‌ସ ସେକ୍ଟରରେ ୬୮%  ସ୍ବେଦେଶୀ ଯୋଜନା

୨୦) ଡିଆର୍‌ଡିଏ ସହିତ ବେସରକାରୀ କମ୍ପାନି କାମ କରିବେ

୨୧) ଦେଶରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ

୨୨) ୧୦୦ ଗତିଶକ୍ତି କାର୍ଗୋ ଟ୍ରେନ୍‌ ଚଳାଚଳ କରିବ। 

୨୩) ଭାରତୀୟ ଜୀବନ ବୀମାରେ ଆଇପିଓ (ଓଚଙ) ଇନିସିଆଲ୍‌ ପବ୍ଲିକ୍‌ ଅଫରିଂ ଯୋଜନା କରାଯିବ।

୨୪) କୃଷକମାନେ ବ୍ୟବହାର କରିବେ ଡ୍ରୋନ୍ 

୨୫) ଅର୍ଗାନିକ୍‌ ଫାର୍ମିଂ ଉପରେ ଗୁରୁତ୍ବ 

୨୬) ଡ୍ରେନ୍‌ରେ ସିଞ୍ଚନ ହେବ କୀଟ ନାଷକ ଔଷଧ

୨୭) ଘର ଘର ନଳ ଯୋଜନାର ବିସ୍ତାର

୨୮) ଷ୍ଟାର୍ଟଅପ୍‌ ପାଇଁ ଡ୍ରେନ୍‌ଶକ୍ତି ଯୋଜନା

୨୯) ୮୦ ଲକ୍ଷ ଘରକୁ ପିଏମ୍‌ ଆବାସ ଯୋଜନା

୩୦) ୨ ଲକ୍ଷ ଅଙ୍ଗନୱାଡ଼ିର ବିସ୍ତାର

୩୧) ଏମ୍‌ଏସ୍‌ଏମ୍ଇର ସହାୟତା ପାଇଁ ୫ ବର୍ଷିୟା ଯୋଜନା

୩୨) ୨୦୦ ଚ୍ୟାନେଲ୍‌ରେ ପିଏମ୍‌ ଇ-ବିଦ୍ୟା ଯୋଜନା

୩୩)  ୩. ୮୨ କୋଟି ଲୋକଙ୍କ ଘରେ ପାନୀୟ ଜଳ ପହଞ୍ଚିବା ଯୋଜନା

୩୪) ପୂର୍ବୋତ୍ତର ରାଜ୍ୟର ବିକାଶ ପାଇଁ ୧୫ ହଜାର କୋଟିର ଯୋଜନା

୩୫) ନଳରେ ଜଣେ ଯୋଜନା ପାଇଁ ୬୦ ହଜାର କୋଟି

୩୬) କୃଷି ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଗୁରୁତ୍ବ

୩୭) ପୋଷ୍ଟ ଅଫିସ୍‌ ଓ ବ୍ୟାଙ୍କକୁ ଯୋଡ଼ାଯିବ

୩୮) ୨୫ ହଜାର କିଲୋମିଟର ଜାତୀୟ ରାଜପଥ

୩୯) ଛୋଟ ବ୍ୟବସାୟୀଙ୍କୁ ସୁବିଧା

୪୦) ନ୍ୟାସନାଲ୍‌ ଟେଲି ହେଲ୍‌ଥ ମେଣ୍ଟଲ ଯୋଜନା