ବିଶ୍ୱରେ କରୋନା ମୃତୁ୍ୟ ୩୩ ଲକ୍ଷ ୮୩ ହଜାର

ବିଶ୍ୱରେ କରୋନା ମୃତୁ୍ୟ ୩୩ ଲକ୍ଷ ୮୩ ହଜାର

ବିଶ୍ୱରେ କରୋନା ମୃତୁ୍ୟ ୩୩ ଲକ୍ଷ ୮୩ ହଜାର
ନୂଆଦିଲ୍ଲୀ: ବିଶ୍ୱରେ କରୋନା ମୃତୁ୍ୟସଂଖ୍ୟା ୩୩ ଲକ୍ଷ ୮୩ ହଜାର ୦୦୪କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୩୧ ଲକ୍ଷ ୬୨ ହଜାର ୦୭୫କୁ ବୃଦ୍ଧି ପାଇଛି । ବିଶ୍ୱରୁ ୧୪ କୋଟି ୧୪ ଲକ୍ଷ ୫୮ ହଜାର ୮୪୬ ଜଣ କରୋନାରୁ ସୁସ୍ଥ ହେଲେଣି । ବିଶ୍ୱର ୨୨୦ ଦେଶରେ କାୟା ବିସ୍ତାର କରିଛି କରୋନା ।