ବାଲିଗୁଡାରେ ଲଜ୍ଜା; ନାବାଳିକାଙ୍କୁ ଦୁଷ୍କର୍ମ

ବାଲିଗୁଡାରେ ଲଜ୍ଜା; ନାବାଳିକାଙ୍କୁ ଦୁଷ୍କର୍ମ

ବାଲିଗୁଡାରେ ଲଜ୍ଜା; ନାବାଳିକାଙ୍କୁ ଦୁଷ୍କର୍ମ
ବାଲିଗୁଡା: ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି । ବାଲିଗୁଡାରେ ଜଣେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଛନ୍ତି । ତୁମୁଡିବନ୍ଧ ଥାନା ଅଂଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ନବମ ଶ୍ରେଣୀ ଛାତ୍ରୀଙ୍କୁ ଘରୁ ଡାକି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଚିକ୍ରାର ଶୁଣି ଏକ ପରିତ୍ୟକ୍ତ ଘରୁ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ପଡୋଶୀ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସର ତନାଘନା ଚାଲିଛି ।