ବାରବାଟୀ ଟି-୨୦ ଲାଗି ଟିକେଟ୍‌ ବିକ୍ରି ୧ରୁ

ବାରବାଟୀ ଟି-୨୦ ଲାଗି ଟିକେଟ୍‌ ବିକ୍ରି ୧ରୁ

ବାରବାଟୀ ଟି-୨୦ ଲାଗି ଟିକେଟ୍‌ ବିକ୍ରି ୧ରୁ

କଟକ: ଆସନ୍ତା ୧୨ରେ ବାରବାଟୀ ଟି-୨୦।  ଆସନ୍ତାକାଲି ସକାଳ ୧୧ଟାଠାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି।  ୫ ହଜାର ଟିକେଟ ଅନ୍ଲାଇନରେ ବିକ୍ରି କରାଯିବ।  ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ବିକ୍ରି କରାଯିବ ଟିକେଟ।

ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର  ଓ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍। ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଂ କରିପାରିବେ। ଏଥିସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ୍ କାଉଣ୍ଟରରେ ଅଫଲାଇନରେ ଟିକେଟ ମିଳିବ।


ବାରବାଟୀରେ ଆସନ୍ତା ଜୁନ୍ ୧୨ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଷ୍ଟାଡିୟମକୁ ନୂଆ ରୂପରେ ସଜାଯାଉଛି। ଏଥିସହ ଲାଇଟ୍ ସବୁ ଟେଷ୍ଟିଂ କରାଯାଇଛି।

ପ୍ରଥମ ପର୍ୟ୍ୟାୟର ୩ଟି ରାଜ୍ୟସଭା ଆସନ ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ୩୭ଟି ପ୍ରଥମ ପସନ୍ଦ ଭୋଟ୍ ଆବଶ୍ୟକ ରହିଛି । ଆବଶ୍ୟକ ସଂଖ୍ୟକ ସମର୍ଥକ ବିଜେଡି ସପକ୍ଷରେ ରହିଛି । ଅନ୍ୟ ଦୁଇ ଦଳ କଂଗ୍ରେସ ଓ ବିଜେପି କୌଣସି ପ୍ରାର୍ଥୀ ଦେଇନଥିବାରୁ ବିଜେଡି ପ୍ରାର୍ଥୀମାନେ ନିଦ୍ୱନ୍ଦ୍ୱରେ ବିଜୟୀ ହେବା ସୁନିଶ୍ଚିତ ବୋଲି ଜଣାପଡ଼ିଛି।