ବାବୁଲ ସୁପି୍ରୟୋଙ୍କୁ କରୋନା ପଜିଟିଭ

ବାବୁଲ ସୁପି୍ରୟୋଙ୍କୁ କରୋନା ପଜିଟିଭ

ବାବୁଲ ସୁପି୍ରୟୋଙ୍କୁ କରୋନା ପଜିଟିଭ
କୋଲକାତା: କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ତାଙ୍କ ପତ୍ନୀ ଏବେ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ମନ୍ତ୍ରୀ ସୁପ୍ରିୟୋ ଦ୍ୱିତୀୟ ତଣ ପାଇଁ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା କାରଣରୁ ଏପ୍ରିଲ ୨୬ରେ ହେବାକୁ ଥିବା ମତଦାନରେ ଥିବା ଭାଗ ନେଇପାରିବେ ନାହିଁ । କିନ୍ତୁ ସେ ଆସନ ସୋଲେରୁ ଲଢୁଥିବା ବିଜେପି ପ୍ରାର୍ଥୀମାନଙ୍କ ସହିତ ଅଛନ୍ତି । ସେ ନିଜ ଘରୁ ସୋମବାର ହେବାକୁ ଥିବା ନିର୍ବାଚନ ଉପରେ ପଜର ରଖିବେ ।