ବାତ୍ୟା କ୍ଷତି : ଓଡିଶାକୁ ୫୦୦ କୋଟି ଟଙ୍କା ସହାୟତା ଘୋଷଣା

ବାତ୍ୟା କ୍ଷତି : ଓଡିଶାକୁ ୫୦୦ କୋଟି ଟଙ୍କା ସହାୟତା ଘୋଷଣା

ବାତ୍ୟା କ୍ଷତି : ଓଡିଶାକୁ ୫୦୦ କୋଟି ଟଙ୍କା ସହାୟତା ଘୋଷଣା
ଭୁବନେଶ୍ୱର:ଓଡିଶାକୁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କଲେ କେନ୍ଦ୍ର ସରକାର । ବାତ୍ୟା ପାଇଁ ମୋଟ ହଜାର କୋଟର ସହାୟତା ଘୋଷଣା ହୋଇଛି । ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ଘୋଷଣା କରାଯାଇଛି । ବାତ୍ୟା ପ୍ରଭାବିତ ରାଜ୍ୟ ପାଇଁ କେନ୍ଦ୍ରର ସହାୟତା ରାଶି ଘୋଷଣା କରାଯାଇଛି । ଓଡିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ମୃତକ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା କରାଯାଇଛି ।