କରେଂଟ ଲାଗି ମାଅପୁଅ ମୃତ

କରେଂଟ ଲାଗି ମାଅପୁଅ ମୃତ

କରେଂଟ ଲାଗି ମାଅପୁଅ ମୃତ
ବ୍ରହ୍ମପୁର: ଖଲିକୋଟ ବ୍ଲକ ବାକୁଟୁ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ୍ କରେଂଟ ଲାଗି ମା ଓ ପୁଅର ମୃତ୍ୟୁ ଘଟିଛି । ଘରେ ଛିଣ୍ଡି ପହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟେ ମୃତ୍ୟୁବରଣ କରିଛନ୍ତି । ଛିଣ୍ଡି ପଡିଥିବା ତାରକୁ ସଜାଡିବାକୁ ଯାଇ ପୁଅର ମୃତ୍ୟୁ କରିଥିବା ବେଳେ ପୁଅକୁ ବଂଚାଇବାକୁ ଯାଇ ମାଆ ମଧ୍ୟ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିଲେ ।