ବଲାଙ୍ଗୀରରେ ଇଭିଏମ୍ ଅଚଳ, ଭୋଟ ବିଳମ୍ବିତ

ବଲାଙ୍ଗୀରରେ ଇଭିଏମ୍ ଅଚଳ, ଭୋଟ ବିଳମ୍ବିତ

ବଲାଙ୍ଗୀରରେ ଇଭିଏମ୍ ଅଚଳ, ଭୋଟ ବିଳମ୍ବିତ
ବଲାଙ୍ଗୀର: ଲୋଇସିଂହାର ୨ଟି ବୁଥରେ ଇଭିଏମ୍ ଅଚଳ । କୁରୁଲ ଗାଁ ୨୭୮ ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି । ୧୫୫ ନଂ ବୁଥରେ ମଧ୍ୟ କାମ କରୁନି ଇଭିଏମ୍ । ଆଗଲପୁର ଗାଁର ୫୧ ନଂ ବୁଥରେ ମଧ୍ୟ ଇଭିଏମ୍ ଅଚଳ । ବଲାଙ୍ଗୀରର ୬୫,୬୮,୧୫୦ ବୁଥରେ ଇଭିଏମ୍ ଅଚଳ । ଇଭିଏମ୍ ଅଚଳ ଯୋଗୁଁ ଭୋଟରଙ୍କ ମଧ୍ୟରେ ଅଶାନ୍ତି । ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ୧୦୨ ନଂ ବୁଥରେ ମତଦାନ ବିଳମ୍ବିତ ରହିଛି । ଭଇଁସାପାଲି ଗାଁ ଲୋକଙ୍କ ଭୋଟ ବର୍ଜନ । ରେଲୱ ଷ୍ଟେସନ ନାଁ ବଦଳିବା ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ ।