ବରୀ ବିଧାୟକାଙ୍କ ବିରୋଧରେ ମାମଲା

ବରୀ ବିଧାୟକାଙ୍କ ବିରୋଧରେ ମାମଲା

ବରୀ ବିଧାୟକାଙ୍କ ବିରୋଧରେ ମାମଲା
କଟକ: ବରୀ ବିଧାୟିକାଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାଏର ହୋଇଛି । ବରୀ ବିଧାୟିକା ସୁନନ୍ଦା ଦାସଙ୍କ ବିରୋଧରେ ନିର୍ବାଚନୀ ମାମଲା ହୋଇଛି । ବିଜେପିର ପରାଜିତ ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲୀକ ମାମଲା ଦାଏର କରିଛନ୍ତି । ବିଧାୟିକା ନିଜ ସଂପକିତ ଅପରାଧିକ ତଥ୍ୟ ଲୁଚାଇବା ଅଭିଯୋଗ ହୋଇଛି । ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ସାନି ନିର୍ବାଚନ ପାଇଁ ଆବେଦନ ହୋଇଛି ।