ବଡ଼ ଖବର: ବଙ୍ଗୋପସାଗରରେ ଭୂକମ୍ପ

ବଡ଼ ଖବର: ବଙ୍ଗୋପସାଗରରେ ଭୂକମ୍ପ

ବଡ଼ ଖବର: ବଙ୍ଗୋପସାଗରରେ ଭୂକମ୍ପ

ନୂଆଦିଲ୍ଲୀ: ଏବେ ସବୁଠି ଭୂକମ୍ପ ବିପଦ । ତେବେ ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ବଙ୍ଗୋପସାଗରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସମୁଦ୍ର ଭିତରେ ହୋଇଛି ଭୂକମ୍ପ । ୫.୧ ତୀବ୍ରତାର ଝଟକା ନେଇ ଏନସିଏସ ପକ୍ଷରୁ ସୂଚନା ଦିଆଯାଇଛି ।  ସକାଳ ୮ଟା ୩୨ରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

ପ୍ରକାଶ ଯେ ଗତ କିଛି ଦିନ ହେଲା ଦେଶ ସମେତ ବିଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଖବର ଆସୁଛି । ଓଡ଼ିଆ ସ୍ପଷ୍ଟ ନୁ୍ୟଜ ତେବେ ଭାରତରେ ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହେଉଥିଲେ ବି ସେତେଟା କ୍ଷୟକ୍ଷତି ହେଉନଥିଲେ ବି ବିଦେଶରେ ନିକଟରେ ବ୍ୟାପକ କ୍ଷୟକ୍ଷତିର ଖବର ମିଳିଥିଲା ।