ବଡ ଖବର, ଏମସ୍ ଛାତରୁ ଡେଇଁ ରୋଗୀ ମୃତ

ବଡ ଖବର, ଏମସ୍ ଛାତରୁ ଡେଇଁ ରୋଗୀ ମୃତ

ବଡ ଖବର, ଏମସ୍ ଛାତରୁ ଡେଇଁ ରୋଗୀ ମୃତ

ଭୁବନେଶ୍ୱର : ଭୁବନେଶ୍ୱର ଏମସ୍ ହସ୍ପିଟାଲ ଛାତରୁ ଡେଇଁ ଜଣେ ରୋଗୀ ମ୍ୟତୁ୍ୟବରଣ କରିଚନ୍ତି । ଏମ୍ସ ସର୍ଜରୀ ବିଭାଗ ୫ମ ମହଲାରୁ ରୋଗୀ ଡେଇଁପଡିଛନ୍ତି । ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ରୋଗୀ ଜଣଙ୍କ ଚିକିସôିତ ହେଉଥିଲେ । କେଉଁ କାରଣ ପାଇଁ ଛାତରୁ ଡେଇଁଲେ, ତା’ର କାରଣ ଅସ୍ପଷ୍ଟ ରହିଛି । 

ସୂଚନାଥାଉଯେ ନିକଟରେ  ଢେଙ୍କାନାଳ ମୁଖ୍ୟ ଚିକିସôାଳୟରେ ଜଣେ ରୋଗୀ ୪ମହଲା ଛାତରୁ ଡେଇଁ ପଡିଥିଲେ ଓ ତା’ର କିଛି ଦିନ ପୂର୍ବରୁ ମଧ୍ୟ ଆଉ ଜଣେ ରୋଗୀ ଡାକ୍ତରଖାନା ଛାତରୁ ଡେଇଁ ପଡିଥିଲେ । ତେବେ ପୁଣି ଭୁବନେଶ୍ୱରରେ ଏଭଳି ଘଟଣା ସାମ୍ନାକୁ ଆସିଥିବାରୁ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି । ଘଟଣାସ୍ଥଳରେ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି । ଏଯାଏ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।