ଫେକ ଆଇଡି ଖୋଲି ୧୦ ଲକ୍ଷ ଲୁଟ

ଫେକ ଆଇଡି ଖୋଲି ୧୦ ଲକ୍ଷ ଲୁଟ

ଫେକ ଆଇଡି ଖୋଲି ୧୦ ଲକ୍ଷ ଲୁଟ
କୋରାପୁଟ: ନିଜକୁ କଟକ ଡିସିପି କହି ୧୦.୧୩ ଲକ୍ଷ ଲୁଟ ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମାନକୁ ଆସିଛି । ଫେସବୁକରେ ଫେକ ଆଇଡି ଖୋଲି ବିଭିନ୍ନ ସମସୟରେ ଏହି ଟଙ୍କା ହଡ଼ପ କରାଯାଇଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ସେମିଳିଗୁଡ଼ା ଅଞ୍ଚଳର ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଠକାମିର ଶିକାର କିଛି ବ୍ୟକ୍ତିଙ୍କ ଅଭିଯୋଗ ଅଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଜଣେ ଯୁବତୀ ନାମରେ ଆକାଉଣ୍ଟ ଖୋଲି ମେସେଜ ପଠାଉଥିଲେ । ବିଭିନ୍ନ ଆଳ ଦେଖାଇ ଅର୍ଥ ହଡ଼ପ ପରେ ଅଭିଯୁକ୍ତ ଜଣକ ଫେସବୁକ ଆଇଡି ବନ୍ଦ କରିଦେଇଥିଲା ।