ଫାସିରେ ଝୂଲିବେ ନିର୍ଭୟା ଦୋଷୀ ...

ଫାସିରେ ଝୂଲିବେ ନିର୍ଭୟା ଦୋଷୀ ...

ଫାସିରେ ଝୂଲିବେ ନିର୍ଭୟା ଦୋଷୀ ...
ଦିଲ୍ଲି - ହାଇଦ୍ରାବାଦ ମହିଳା ଡାକ୍ତର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୋଲିଷ ଏନକାଉଣ୍ଟର କରି ମୃତ୍ୟୁ ଦେଇଥିବା ଖବର ପରେ ଆସିଲା ଏକ ବଡ ଖବର । ସାରା ଦେଶକୁ ଦୋହଲାଇ ଦେଇଥିବା ୨୦୧୨ମସିହା ଦିଲ୍ଲୀ ନିର୍ଭୟା ଘଟଣାରେ ସମସ୍ତ ଦୋଷୀଙ୍କୁ ଫାସୀ ଦିଆଯିବ । ନ୍ୟାୟାଳୟ ବିଚାର ପରେ ନିର୍ଭୟା ଦୋଷୀ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ଆବେଦନ କରିଥିଲେ । ଆଜି ରାଷ୍ରପତି ଏହାକୁ ଖାରଜ କରିଦେଇଛନ୍ତି ।