ପ୍ରଶାସନିକ ସ୍ତରରେ ଅଦଳବଦଳ : କେଉଁ ପଦବୀରେ ରହିଲେ କେଉଁ ଆଇଏସ ଅଫିସର
ପ୍ରଶାସନିକ ସ୍ତରରେ ଅଦଳବଦଳ : କେଉଁ ପଦବୀରେ ରହିଲେ କେଉଁ ଆଇଏସ ଅଫିସର
admin
Aug 8, 2019 - 07:42
Updated: Aug 8, 2019 - 07:42
ଅଫିସରଙ୍କ ନାମ କେଉଁ ବିଭାଗରେ ଥିଲେ କେଉଁ ବିଭାଗକୁ ଗଲେ
ଅସିତ୍ ତ୍ରିପାଠୀ ଉନ୍ନୟନ କମିସନର (ଏହି ପଦବୀରେ ରହିବେ) କେବିକେ ପ୍ରଶାସକ (ଅତିରିକ୍ତ ଦାୟିତ୍ୱ)
ଏସ୍ପି ଠାକୁର କେବିକେ ପ୍ରଶାସକ ଡିଜି, ଗୋପବନ୍ଧୁ ଏକାଡେମି
ସି ଜେ ବେଣୁ ଗୋପାଳ ଇଲୋକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି ସଦସ୍ୟ, ରାଜସ୍ୱ ପର୍ଷଦ
ନୀତିନ ଚନ୍ଦ୍ରା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓଏସ୍ଡି, ସାଧାରଣ ପ୍ରଶାସନ ବିଭାଗ
ଦୋଓରଞ୍ଜନ ସିଂହ ପଞ୍ଚାୟତିରାଜ (ଏହି ପଦରେ ରହିବେ) ବିଜ୍ଞାନ ଓ କାରିଗରୀ (ଅତିରିକ୍ତ)
ରଞ୍ଜନ ଚୋପ୍ରା ଡିଜି, ଗୋପବନ୍ଧୁ ଏକାଡେମି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ
ସୁଶୀଲ ଲୋହାନି ଅବକାରୀ (ଏହି ପଦବୀରେ ରହିବେ) ବାଣିଜ୍ୟ କର କମିଶନର (ଅତିରିକ୍ତ)
ବୀର ବିକ୍ରମ ଯାଦବ ଖାଦ୍ୟ ଯୋଗାଣ ଓ ଖାଉଠି କଲ୍ୟାଣ (ଏହି ପଦବୀରେ ରହିବେ) ସମବାୟ (ଅତିରିକ୍ତ)
ଅରୁଣ ବୋଥ୍ରା ପୁଲିସ ଆଇଜି, ସିଆଇଡି ସିଇଓ, ସେସୁ
ଆର୍ ରଘୁ ପ୍ରସାଦ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମତ୍ସ୍ୟ ଓ ପଶୁସମ୍ପଦ ଏମ୍ଡି, ଓମଫେଡ (ଅତିରିକ୍ତ)
ବିଶାଲ ଗଗନ ମତ୍ସ୍ୟ ଓ ପଶୁ ସମ୍ପଦ ସ୍ୱତନ୍ତ୍ର ସଚିବ, ଜଳସମ୍ପଦ
ଭାସ୍କର ଜ୍ୟୋତି ଶର୍ମା ବିଜ୍ଞାନ ଓ କାରିଗରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
କ୍ରିଷନ୍ କୁମାର ସମବାୟ ଓ ପୂର୍ତ୍ତ (ଅତିରିକ୍ତ) ପୂର୍ତ୍ତ
ଅର୍ଚ୍ଚନା ପଟ୍ଟନାୟକ ଏମ୍ଡି ଉଠାଜଳସେଚନ ନିଗମ ସ୍ୱତନ୍ତ୍ର ସଚିବ, ଜଳସମ୍ପଦ (ଅତିରିକ୍ତ) ସ୍ୱତନ୍ତ୍ର ସଚିବ ଜଳସମ୍ପଦ, ଏମ୍ଡି ଉଠା ଜଳସେଚନ (ଅତିରିକ୍ତ)
ସଚିନ ରାମଚନ୍ଦ୍ର ଯାଦବ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶକ, ଅନୁସୂଚିତ ଜନଜାତି
ସିଦ୍ଦିକ ଆଲାମ ସିଇଓ, ସେସୁ ନିର୍ବାହୀ ନିର୍ଦ୍ଦେଶକ, ସିଏମଜିଆଇ
ସୁରେନ୍ଦ୍ର ମୀନା ସଚିବ, ରାଜସ୍ୱ ପର୍ଷଦ (ଏହି ପଦବୀରେ ରହିବେ) ଉପସଚିବ, ପୂର୍ତ୍ତ (ଅତିରିକ୍ତ)