ପ୍ରଧାନମନ୍ତ୍ରୀ ଜଣାଇଲେ ଇଦ୍‌ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଜଣାଇଲେ ଇଦ୍‌ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଜଣାଇଲେ ଇଦ୍‌ ଶୁଭେଚ୍ଛା

ଆଦିଲ୍ଲୀ: ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ଇଦ ପର୍ବ ବା ଇଦ୍-ଉଲ-ଫିତର ଆଜି ସମଗ୍ର ଦେଶରେ ପାଳିତ ହେଉଛି। ମାସ ଯାକ ନିଷ୍ଠାର ସହ ଉପବାସ ରଖିବା ପରେ ଆଜି ଦିନଟି ମୁସଲମାନ ସମ୍ପ୍ରଦାୟଙ୍କ ଜୀବନରେ ଆସେ ହର୍ଷୋଲ୍ଲାସର ପର୍ବ ହୋଇ । ଦୀର୍ଘ ଦୁଇ ବର୍ଷ ପରେ ଏହି ଭାଇଚାରାର ପର୍ବକୁ ଏକାଠି ମନାଇବେ ମୁସଲମାନ ଭାଇ ଭଉଣୀମାନେ । ସାରା ମସଜିଦ ଆଜି ନମାଜ ପାଠରେ କମ୍ପି ଉଠିବ । ସୃଷ୍ଟି କରିବ ଏକ ସାମୂହିକ ବାତାବରଣ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଇଦ୍ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହ ଟ୍ବିଟ କରି କହିଛନ୍ତି,"ଏହି ଶୁଭ ଅବସର ଆମ ସମାଜରେ ଏକତା ଏବଂ ଭାଇଚାରାର ମନୋଭାବକୁ ବଢ଼ାଇବ । ସାରା ଦେଶବାସୀ ସମସ୍ତେ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧତା