ପୋଖରୀରେ ବୁଡ଼ି ୨ ନାବାଳିକା ଉଭଣୀଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ଉଭଣୀଙ୍କ ମୃତ୍ୟୁ
ସାଲେପୁର: ପୋଖରୀରେ ବୁଡ଼ି ୨ ନାବାଳିକା ଉଭଣୀଙ୍କ ମୃତ୍ୟୁ ହୋଇଛି । ପୋଖରୀ କୂଳରେ ଖେଳୁଥିବା ବେଳେ ଦୁଇ ଭଉଣୀ ବୁଡ଼ିଯାଇଥିବା ଜଣାପଡ଼ିଛି । ଜଣଙ୍କ ବୟସ ୫ ବର୍ଷ ହୋଇଥିବା ବେଳ ଅନ୍ୟଜଣଙ୍କ ବୟସ ୭ ବର୍ଷ ବୋଲି ସୂଚନା ମିଳିଛି ।
ଉଭୟ ମିଶି ପୋଖରୀ ହୁଡ଼ାରେ ଖେଳୁଥିଲେ । ଖେଳିବା ସମୟରେ ଏପରି ଏକ ଅଘଟଣ ଘଟିଥିବା କୁହାଯାଉଛି । ନିଶ୍ଚିତକୋଇଲି ଥାନା ବନମାଳିପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।




admin 