ପୁଣି ଭୁବନେଶ୍ୱର ହେଲା ରେଡ୍ ଜୋନ୍

ପୁଣି ଭୁବନେଶ୍ୱର ହେଲା ରେଡ୍ ଜୋନ୍

ପୁଣି ଭୁବନେଶ୍ୱର ହେଲା ରେଡ୍ ଜୋନ୍
ବିଭିନ୍ନ ଜିଲ୍ଲାକୁ ଜୋନ ହିସାବରେ ବିଭକ୍ତ କଲେ ରାଜ୍ୟ ସରକାର । ନୂଆ ଗାଇଡଲାଇନରେ ୧୬ ଜିଲ୍ଲାକୁ ୩ଟି ଜୋନରେ ଭାଗ ଭାଗ କରାଯାଇଛି । ନୂଆ ଗାଇଡଲାଇନରେ ପୁଣି ଭୁବନେଶ୍ୱରକୁ ରେଡ ଜୋନରେ ଚିନ୍ହଟ କରାଯାଇଛି । ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାକୁ ରେଡ ଜୋନ ଘୋଷଣା । ସେହିପରି ଅରେଞ୍ଜ ଜୋନ୍‌ରେ ରହିଛି ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ । ଅବଶିଷ୍ଟ 16ଟି ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଗ୍ରୀନ୍‌ ଜୋନରେ ରହିଛି – ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ, ପୁରୀ ।