ପିଏମଓ କର୍ମଚାରୀଙ୍କୁ ମୋଦୀଙ୍କ ସମ୍ବର୍ଦ୍ଧନା

ପିଏମଓ କର୍ମଚାରୀଙ୍କୁ ମୋଦୀଙ୍କ ସମ୍ବର୍ଦ୍ଧନା

ପିଏମଓ କର୍ମଚାରୀଙ୍କୁ ମୋଦୀଙ୍କ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେପିର ବିଜୟ, କ୍ରମାଗତ ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦୀ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କର୍ମଚାରୀଙ୍କୁ ସମ୍ବୋଧିତ କରିଛନ୍ତି ନରେନ୍ଦ୍ର ମୋଦୀ । କଠିନ ପରିସ୍ଥିତିରେ ସାଥ୍ ଦେଇଥିବାରୁ ୁନିଜ କର୍ମଚାରୀଙ୍କୁ ପ୍ରଶଂସା ପୋତିଲେ ମୋଦୀ । ପ୍ରଧାନମନ୍ତ୍ରୀ ଭାବେ ସଫଳତା ମିଳିବାର ସବୁ ଶ୍ରେୟ କର୍ମଚାରୀଙ୍କୁ ଦେଇଛନ୍ତି । ସମୟ ପରିସ୍ଥିତି ନଦେଖି ଅବିଚଳିତ ଭାବେ କାମ କରୁଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି । କର୍ମଚାରୀଙ୍କ ପରିଚାଳନାଙ୍କୁ ବି ପ୍ରଶଂସା ଏବଂ କୃତଜ୍ଞତା ଜଣାଇଲେ ମୋଦୀ । ପରିବାର ସହଯୋଗ ବିନା ମୋ କର୍ମଚାରୀ ସଫଳ ହୋଇନଥାନ୍ତେ ବୋଲି ମୋଦୀ କହିଛନ୍ତି ।