ପଶ୍ଚିମ ଓଡିଶା ଗସ୍ତରେ ଉନ୍ନୟନ କମିଶନର

ପଶ୍ଚିମ ଓଡିଶା ଗସ୍ତରେ ଉନ୍ନୟନ କମିଶନର

ପଶ୍ଚିମ ଓଡିଶା ଗସ୍ତରେ ଉନ୍ନୟନ କମିଶନର
ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପରେ ପଶ୍ଚିମ ଓଡିଶା ଗଲେ ଉନ୍ନୟନ କମିଶନର । ପ୍ରଥମେ ଝାରସୁଗୁଡରେ ଉନ୍ନୟନ କମିଶନର ପ୍ରଦୀନ ଜେନା ସ୍ଥିତି ବୁଲି ଦେଖିବେ । ପରେ ସୁନ୍ଦରଗଡ ଗସ୍ତରେ ଉନ୍ନୟନ କମିଶନର ଯିବେ । ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତିର ସମୀକ୍ଷା କରିବେ ।