ପକନିକ୍‌ ଯୋଡି, ପ୍ରିୟଙ୍କାକୁ ନେଇ ଏପରି କହିଲେ ନିକ୍‌ ଜୋନସ

ପକନିକ୍‌ ଯୋଡି, ପ୍ରିୟଙ୍କାକୁ ନେଇ ଏପରି କହିଲେ ନିକ୍‌ ଜୋନସ

ପକନିକ୍‌ ଯୋଡି, ପ୍ରିୟଙ୍କାକୁ ନେଇ ଏପରି କହିଲେ ନିକ୍‌ ଜୋନସ

ନିକଟରେ ଏକ ସାକ୍ଷାତକାରରେ ନିକ୍ ଜୋନସଙ୍କୁ ତାଙ୍କ ପରିବାର ବିଷୟରେ ଉପସ୍ଥାପକ ପଚାରିଲେ । ନିକ କହିଥିଲେ, ତାଙ୍କ ପରିବାର ଓ ଅନ୍ୟ ସବୁ ସଂକ୍ରାନ୍ତରେ ପତ୍ନୀ ପ୍ରିୟଙ୍କରା ବୁଝାବୁଝି କରନ୍ତି । ବିବାହ ପରେ କ୍ୟାରିୟରରେ ସେ ଅଧିକ ଉନ୍ନତି କରିଛନ୍ତି । ପିସିଙ୍କ ପ୍ରେରଣାରେ ଏସବୁ ସମ୍ଭବ ହୋଇପାରିଛି । ଅଭିଜ୍ଞ ତଥା ନିଜଠାରୁ ବୟସରେ ବଡ଼ ପ୍ରିୟଙ୍କାଙ୍କୁ ସାଥି ଭାବେ ପାଇ ସେ କୃତଜ୍ଞ ମନେକରୁଥିବା ନିକ୍ ଜୋନସ କହିଛନ୍ତି ।