ନାସାର ମଙ୍ଗଳ ମିଶନ ସଫଳ

ନାସାର ମଙ୍ଗଳ ମିଶନ ସଫଳ

ନାସାର ମଙ୍ଗଳ ମିଶନ ସଫଳ
ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ନାସାର ଐତିହାସିକ ସଫଳତା ମିଳିଛି । ମଙ୍ଗଳ ଅଭିଯାନ ନାସାର ସଫଳ ହୋଇଛି । ମଙ୍ଗଳ ଗ୍ରହରେ ସଫଳତାର ସହ ନାସାର ରୋଭର ଅବତରଣ କରିଛି । ୭ ମାସର ଯାତ୍ରା ପରେ କାଲି ୨ଟା ୨୫ରେ ଅବତରଣ କରିଛି । ମଙ୍ଗଳ ଗ୍ରହରେ ଜୀବସତାର ରୋଭର ସନ୍ଧାନ କରିବ । ଏହି ଐତିହାସିକ ସଫଳତା ପାଇଁ ନାସାକୁ ସାରା ବିଶ୍ୱରୁ ଶୁଭେଶ୍ଚାର ସୁଅ ଛୁଟି ଆସୁଛି । ନାସା କହିଛି ଯଦି ମଙ୍ଗଳ ଜୀବ ସତା ମିଳେ ତାହା ହେଲେ ସେଠାରେ ପୃଥିବୀବାସୀ ରହି ପାରିବେ । ନାସାର ଏହି ମଙ୍ଗଳ ମିଶନ ସଫଳ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁଭେଶ୍ଚା ଜଣାଇଛନ୍ତି ।