ନଳିନୀଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ କଲେ ନୀତେଶ ଗଙ୍ଗଦେବ

ନଳିନୀଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ କଲେ ନୀତେଶ ଗଙ୍ଗଦେବ

ନଳିନୀଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ କଲେ ନୀତେଶ ଗଙ୍ଗଦେବ
ସମ୍ବଲପୁର : ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ କରାଯାଇଛି। ନଳିନୀଙ୍କ ପ୍ରାର୍ଥିତ୍ୱକୁ ବିଜେପିର ସାଂସଦ ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଚ୍ୟାଲେଞ୍ଜ କରିଛନ୍ତି। ନଳିନୀ ଅଫିସ ଅଫ୍ ପ୍ରଫିଟରେ ଥିବା ସେ ଅଭିଯୋଗ କରିଛନ୍ତି। ତେବେ ନୀତିଶଙ୍କ ଅଭିଯୋଗ ପରେ ନଳିନୀଙ୍କ ପ୍ରାର୍ଥିପତ୍ର ଯାଞ୍ଚକୁ ଘୁଞ୍ଚାଯାଇଛି । ଆଜି ପ୍ରାର୍ଥିପତ୍ର ଯାଞ୍ଚ ହେବାକୁ ଥିବାବେଳେ ନୀତିଶଙ୍କ ଅଭିଯୋଗ ପରେ ଏହି ପ୍ରକ୍ରିୟାକୁ ଆସନ୍ତାକାଲିକୁ ଘଞ୍ଚାଯାଇଛି । ଆସନ୍ତାକାଲି ଅର୍ଥାତ ଶନିବାର ଦିନ ୧୦ଟା ୪୫ରେ ରିଟର୍ଣ୍ଣି ଅଫିସର ଏହାର ଶୁଣାଣି କରିବେ ।