ନବ ଦାସ ଙ୍କୁ ବରଗଡ ବିଜେଡ଼ି ର ଶ୍ରଦ୍ଧାଞ୍ଜଳି

ନବ ଦାସ ଙ୍କୁ ବରଗଡ ବିଜେଡ଼ି ର ଶ୍ରଦ୍ଧାଞ୍ଜଳି

ନବ ଦାସ ଙ୍କୁ ବରଗଡ ବିଜେଡ଼ି ର ଶ୍ରଦ୍ଧାଞ୍ଜଳି

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାଶ୍ ଙ୍କୁ ବରଗଡ଼ ବିଜେଡି ର  ଶ୍ରଦ୍ଧାଅଞ୍ଜଳି 

****************************

ବରଗଡ : ବରଗଡ଼ ବିଜୁ ଜନତା ଦଳ ପକ୍ଷ ରୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବରିଷ୍ଟ ନେତା  ସ୍ବର୍ଗତ ନବ କିଶୋର ଦାଶ୍ ଙ୍କ ଶ୍ରଦ୍ଧାଅଞ୍ଜଳି ସଭା ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ବିୟୋଗ ବିଜୁ ଜନତା ଦଳ ପାଇଁ ଅପୁରଣୀୟ କ୍ଷତି ବୋଲି ଗଭୀର ଶୋକ ପ୍ରକାଶ କରାଯିବା ସହ ସେ ଦଳ ର ବଳିଷ୍ଠ ନେତା ଥିଲେ ବୋଲି ଉପସ୍ଥିତ ଦଳୀୟ କର୍ମୀ ମତ ପ୍ରକାଶ କରିଥିଲେ । ଉକ୍ତ ସଭାରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଧାୟକ ଦେବେଶ ଆଚାର୍ଯ୍ୟ ,ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଅଚ୍ୟୁତାନନ୍ଦ ମହାପାତ୍ର,ଟାଉନ ବିଜେଡି ସଭାପତି କିଶୋର ମିଶ୍ର ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଏକ ହିମାଂଶୁ ଦାଶ୍ ଜିତୁ ଭୋଇ ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପାଞ୍ଜଳି ଭୋଇ ମୋହନ ଲୁହା ଜମିର ଖାଁନ ରିତେଶ ଆଚାର୍ଯ୍ୟ ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ ଉମାଚରଣ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ନବ ଦାଶ୍ ଙ୍କ ସ୍ମୃତି ଚାରଣ କରିଥିଲେ ।