ନକଲି ଟିଭି ରାକେଟର ପର୍ଦ୍ଧାଫାସ

ନକଲି ଟିଭି ରାକେଟର ପର୍ଦ୍ଧାଫାସ

ନକଲି ଟିଭି ରାକେଟର ପର୍ଦ୍ଧାଫାସ
ଭୁବନେଶ୍ୱର:ଭୁବନେଶ୍ୱରରେ ନକଲି ଟିଭି ରାକେଟର ପର୍ଦ୍ଧାଫାସ ହୋଇଛି । କିଛି ଦିନର ବିରତି ପରେ ପୁଣି ନକଲି ଜିନିଷ ବାହାରିଲା । ନକଲି ସସ୍, ନକଲି ସିମେଂଟ, ନକଲି ପନିର, ନକଲି କୋଲ୍ଡ ଡ୍ରିଙ୍କସ ପରେ ଏବେ ନକଲି ଟିଭି ବାହାରିଲା । ବିଭିନ୍ନ ସ୍ଥାନରେ ଛଢାଉ କରି ୧୨୨ଟି ଟିଭି ଜବତ କଲା ସ୍ୱେଶାଲ ସ୍କ୍ୱାଡ । ବଡ ବଡ ଏଲଡିକୁ ମାର୍କେଟରେ ବିକ୍ରି କରୁଥିଲେ ଗ୍ୟାଙ୍ଗ । ରାକେଟରେ ସକ୍ରିୟ ଥିବା ୪ ଜଣଙ୍କୁ ଗିରଫ କଲା ସ୍ୱେଶାଲ ସ୍କ୍ୱାଡ ।