ଦେଶରେ ୬୩ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ

ଦେଶରେ ୬୩ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ

ଦେଶରେ ୬୩ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୬ ହଜାର ୮୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୪ରେ ପହଞ୍ଚôଛି । ଦେଶରେ ଏବେ ୯ ଲକ୍ଷ ୪୦ ହଜାର ୭୦୫ ଜଣ ସକ୍ରିୟ ରୋଗୀ ଥିବାବେଳେ ୫୨ ଲକ୍ଷ ୭୩ ହଜାର ୨୦୧ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେଉଁ ରାଜ୍ୟରେ କେତେ ମାମଲା ରହିଛି ତାହାର ସାରାଣୀ ନିମ୍ନରେ ପ୍ରଦାନ କରାଗଲା । ଆନ୍ଧ୍ରପ୍ରଦେଶ : ୬୯୩୪୮୪ ଆସାମ : ୧୮୦୮୧୧ ବିହାର : ୧୮୧୨୮୫ ଛତିଶଗଡ଼ : ୧୧୩୬୦୨ ଦିଲ୍ଲୀ : ୨୭୯୭୧୫ ଗୋଆ : ୩୩୪୧୮ ଗୁଜୁରାଟ : ୧୩୭୨୩୨ ହରିୟାଣା : ୧୨୮୫୯୯ ହିମାଚଳ ପ୍ରଦେଶ : ୧୪୯୭୬ ଜାମ୍ମୁକାଶ୍ମୀର : ୭୫୦୭୦ ଝାରଖଣ୍ଡ : ୮୩୬୫୧ କର୍ଣ୍ଣାଟକ : ୬୦୧୭୬୭ କେରଳ : ୧୯୬୧୦୬ ମଧ୍ୟପ୍ରଦେଶ : ୧୨୮୦୪୭ ମହାରାଷ୍ଟ୍ର : ୧୩୮୪୪୪୬ ମଣିପୁର : ୧୦୯୮୩ ଓଡ଼ିଶା : ୨୧୯୧୧୯ ପଞ୍ଜାବ : ୧୧୩୮୮୬ ରାଜସ୍ଥାନ : ୧୩୫୨୯୨ ତାମିଲନାଡୁ : ୫୯୭୬୦୨ ତେଲେଙ୍ଗାନା : ୧୯୩୬୦୦ ତ୍ରିପୁରା : ୨୬୦୬୬ ଉତରାଖଣ୍ଡ : ୪୯୦୦୦ ଉତରପ୍ରଦେଶ : ୩୯୯୦୮୨ ପଶ୍ଚିମବଙ୍ଗ : ୨୫୭୦୪୯