ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ଟପିଲା, କେଉଁ ରାଜ୍ୟରେ କେତେ ସକ୍ରିୟ

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ଟପିଲା, କେଉଁ ରାଜ୍ୟରେ କେତେ ସକ୍ରିୟ

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ଟପିଲା, କେଉଁ ରାଜ୍ୟରେ କେତେ ସକ୍ରିୟ
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୩ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୫୫ ଲକ୍ଷ ୯୯୬୬ ଜଣ ସୁସ୍ଥ ହୋଇଥିବାବେଳେ ୧୦୧୭୮୨ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୯୩୭୬୨୫ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେଉଁ ରାଜ୍ୟରେ କେତେ ସକ୍ରିୟ ରୋଗୀ ରହିଛନ୍ତି ତା’ର ତାଲିକା ନିମ୍ନରେ ପ୍ରଦାନ କରାଗଲା । ଆନ୍ଧ୍ରପ୍ରଦେଶ : ୫୫୨୮୨ ଆସାମ : ୩୩୯୩୩ ବିହାର : ୧୧୯୫୭ ଛତିଶଗଡ଼ : ୨୯୨୯୨ ଦିଲ୍ଲୀ : ୨୫୨୩୪ ଗୋଆ : ୪୯୨୩ ଗୁଜୁରାଟ : ୧୬୭୬୨ ହରିୟାଣା : ୧୨୮୬୮ ହିମାଚଳପ୍ରଦେଶ : ୩୨୯୨ ଜାମ୍ମୁକାଶ୍ମୀର : ୧୫୬୪୬ ଝାରଖଣ୍ଡ : ୧୦୯୩୯ କର୍ଣ୍ଣାଟକ : ୧୧୨୮୦୨ କେରଳ : ୮୦୯୦୦ ମଧ୍ୟପ୍ରଦେଶ : ୧୯୮୦୭ ମହାରାଷ୍ଟ୍ର : ୨୫୮୫୪୮ ଓଡ଼ିଶା : ୩୦୩୦୧ ପଞ୍ଜାବ : ୧୪୨୮୯ ରାଜସ୍ଥାନ : ୨୧୦୭୫ ତାମିଲନାଡୁ : ୪୬୨୫୫ ତେଲେଙ୍ଗାନା : ୨୭୯୦୧ ତି୍ରପୁରା : ୫୧୭୧ ଉତରାଖଣ୍ଡ : ୮୦୭୬ ଉତରପ୍ରଦେଶ : ୪୭୮୨୩ ପଶ୍ଚିମବଙ୍ଗ : ୨୭୧୩୦