ଦିଲ୍ଲୀ ୟୁନିଭର୍ସିଟି କୁଳପତି ନିଲମ୍ବିତ

ଦିଲ୍ଲୀ ୟୁନିଭର୍ସିଟି କୁଳପତି ନିଲମ୍ବିତ

ଦିଲ୍ଲୀ ୟୁନିଭର୍ସିଟି କୁଳପତି ନିଲମ୍ବିତ
ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଲମ୍ବନ କରିଛନ୍ତି । ଦାୟିତ୍ୱରେ ଖିଲାପ କାରଣରୁ ଯୋଗେଶ ତ୍ୟାଗୀଙ୍କୁ ରାଷ୍ଟ୍ରପତି ନିଲମ୍ବିତ କରିଛନ୍ତି । ଛୁଟିରେ ରହି ପ୍ରଶାସନିକ ଦାୟିତ୍ୱରେ ଖିଲାପ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟ ଦେଖାଇ ତ୍ୟାଗୀ ଛୁଟିରେ ରହିଥିବା ତ୍ୟାଗୀଙ୍କୁ ନିଲମ୍ବନ କରାଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ତ୍ୟାଗୀଙ୍କ ବିରୋଧରେ ଦାୟିତ୍ୱ ଖିଲାପ ମାମଲାର ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି ।