ଦିନିକିଆ ବ୍ୟାଙ୍କ ଧର୍ମଘଟ

ଦିନିକିଆ ବ୍ୟାଙ୍କ ଧର୍ମଘଟ

ଦିନିକିଆ ବ୍ୟାଙ୍କ  ଧର୍ମଘଟ
ଭୁବନେଶ୍ୱର: ଦିନିକିଆ ବ୍ୟାଙ୍କ ଧର୍ମଘଟ ଯୋଗୁଁ ରାଜ୍ୟରେ ବ୍ୟାଙ୍କ ବନ୍ଦ ହୋଇ ପଡିଛି । ବ୍ୟାଙ୍କ ବନ୍ଦ ହେବା ଫଳରେ ସାଧାରଣ ଜନତା ବ୍ୟାଙ୍କ ସେବାରୁ ଆଜି ବଂଚିତ ହେଉଛନ୍ତି । ଛୋଟ ରାଷ୍ଟ୍ରାୟତ ବ୍ୟାଙ୍କକୁ ମିଶାଇ ବଡ ବ୍ୟାଙ୍କ ନିଷ୍ପତିକୁ ବିରୋଧ କରି ଧର୍ମଘଟ କରାଯାଇଛି । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ସଂସ୍କାର ନିଷ୍ପତିକୁ ବିରୋଧ କରାଯାଉଛି । ତୁରନ୍ତ କେନ୍ଦ୍ର ସରକାର ତାଙ୍କ ନିଷ୍ପତିକୁ ଫେରାଇ ନେବାକୁ ଦାବି କରାଯାଇଛି । ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ କରାଯାଇଛି ।