ଟେଷ୍ଟର ଦ୍ୱିତୀୟ ଇନିଂସରେ ରବୀଚନ୍ଦ୍ରନ ଅଶ୍ୱିନଙ୍କ ଦମବାର ଶତକ

ଟେଷ୍ଟର ଦ୍ୱିତୀୟ ଇନିଂସରେ ରବୀଚନ୍ଦ୍ରନ ଅଶ୍ୱିନଙ୍କ ଦମବାର ଶତକ

ଟେଷ୍ଟର ଦ୍ୱିତୀୟ ଇନିଂସରେ ରବୀଚନ୍ଦ୍ରନ ଅଶ୍ୱିନଙ୍କ ଦମବାର ଶତକ
ଚେନ୍ନାଇ: ଚେନ୍ନାଇର ଚେପକ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ରବୀଚନ୍ଦ୍ରନ ଅଶ୍ୱିନ ଦମବାର ଶତକ ମାରିଛନ୍ତି । ୧୩୪ଟି ବଲର ସମ୍ମୁଖୀନ ହୋଇ ସେ ଏହି ଶତକ ହାସଲ କରିଛନ୍ତି । ଏହା ହେଉଛି ଟେଷ୍ଟ କ୍ୟାରିୟରେ ଅଶ୍ୱିନଙ୍କ ୫ମ ଶତକ । ଖବର ଲେଖା ସୁଦ୍ଧା ଭାରତର ସ୍କୋର ୯ ୱିକେଟ ବିନିମୟରେ ୨୭୧ ରହିଛି । ଏଥିସହ ଭାରତ ୪୭୧ ରନରେ ଅଗ୍ରଣୀ ରହିଛି । ମହମ୍ମଦ ସିରାଜ ଓ ଅଶ୍ୱିନ ବର୍ତ୍ତମାନ କ୍ରିଜରେ ନିଜ ନିଜର ଜଲବା ଦେଖାଇବାରେ ଲାଗିଛନ୍ତି ।