ଜାଣନ୍ତୁ ଏସଆଇରୁ ଇନ୍ସପେକ୍ଟର ହେବାକୁ କେତେ ବର୍ଷ ଲାଗିବ

ଜାଣନ୍ତୁ ଏସଆଇରୁ ଇନ୍ସପେକ୍ଟର ହେବାକୁ କେତେ ବର୍ଷ ଲାଗିବ

ଜାଣନ୍ତୁ ଏସଆଇରୁ ଇନ୍ସପେକ୍ଟର ହେବାକୁ କେତେ ବର୍ଷ ଲାଗିବ
ଭୁବନେଶ୍ୱର: ରାଜ୍ୟ ସରକାର ପୁଲିସ ପଦୋନ୍ନତି ଯୋଗ୍ୟତା ମାପଦଣ୍ଡରେ କୋହଳ କରିଛନ୍ତି । ଏଣିକି ଜଣେ ସବଇନ୍ସିପେକ୍ଟର ୮ ବର୍ଷ କାମ କରିବା ପରେ ଇନ୍ସିପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇବେ । ପୂର୍ବରୁ ଏହା ୧୦ ବର୍ଷ ଥିଲା । ଗୃହ ବିଭାଗ ଏ ସଂଶୋଧିତ ମାଦଦଣ୍ଡ ଆଧାରରେ ପଦୋନ୍ନତି ପ୍ରକି୍ରୟା ଆମ୍ଭ କରିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ସ୍ପଷ୍ଟ ଦର୍ଶାଯାଇଛି ଯେ, ପଦୋନ୍ନତି ପାଇବାକୁ ଯୋଗ୍ୟ ପୁଲିସ ଅଧିକାରୀ କିନ୍ତୁ ଏସଆଇ ତାଲିମ ଶେଷ କରିବା ସହ ସମ୍ପୃକ୍ତ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଚଳିତ ବର୍ଷରୁ ଏହି ନୂଆ ଢ଼ାଞ୍ଚାରେ ପୁଲିସ କର୍ମଚାରୀଙ୍କୁ ପଦୋନ୍ନତି ମିଳିବ ।