ଚନ୍ଦ୍ରଭାଗା ବୁଡ ପାଇଁ କଡା ସୁରକ୍ଷା

ଚନ୍ଦ୍ରଭାଗା ବୁଡ ପାଇଁ କଡା ସୁରକ୍ଷା

ଚନ୍ଦ୍ରଭାଗା ବୁଡ ପାଇଁ କଡା ସୁରକ୍ଷା
ଭୁବନେଶ୍ୱର: ଚନ୍ଦ୍ରଭାଗା ବୁଡ ପାଇଁ ସ୍ଥିତି ପୁରୀ ଏସପି ସମୀକ୍ଷା କରିଛନ୍ତି । ଚନ୍ଦ୍ରଭାଗା କୂଳରେ ୧୪ ପ୍ଲାଟୁନ ଫୋର୍ସ ଜଗି ରହିବେ । ୫ ଜଣ ଡିସିପି , ୬୦ ଜଣ ଅଫିସର ଦାୟିତ୍ୱରେ ରହିବେ । ଦୁଇ ଶହ ହୋମଗାର୍ଡ ଓ ୪୦ ଜଣ ଲାଇଫଗାର୍ଡ ମଧ୍ୟ କାର୍ଯ୍ୟ କରିବେ । ସାଧାରଣ ଲୋକଙ୍କ ପାଇଁ ୧୪୪ ଧାରା କଟକଣା ଲାଗିଲା । ବୁଡ ସମୟରେ କୌଣସି ଯେପରି ଅଘଟଣ ହୁଏ ନାହିଁ ସେଥିପ୍ରତି ସତର୍କ ରହିବେ ।