ଘରୋଇ ହଷ୍ଟେଲରେ ଝୁଲିପଡ଼ିଲେ ଯୁବକ

ଘରୋଇ ହଷ୍ଟେଲରେ ଝୁଲିପଡ଼ିଲେ ଯୁବକ

ଘରୋଇ ହଷ୍ଟେଲରେ ଝୁଲିପଡ଼ିଲେ ଯୁବକ


ଭୁବନେଶ୍ୱର: ଫ୍ୟାନରେ ଝୁଲିପଡିଲେ ଯୁବକ । ଭୁବନେଶ୍ୱର ନୂଆଗାଁ ଛକରେ ଥିବା ଏକ ଘରୋଇ ହଷ୍ଟେଲରେ ଯୁବକ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଂଚିଛି ଧଉଳି ଥାନା ପୋଲିସ । ଗତ କିଛିଦିନ ହେବ ଚାକିରି ଅନେ୍ଵଷଣରେ ଆସି ହଷ୍ଟେଲରେ ରହୁଥିଲେ ଯୁବକ । କାହିଁକି ଆତ୍ମହତ୍ୟା କଲେ କାରଣ ଖୋଜୁଛି ପୋଲିସ ।