ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅର ସନେ୍ଦହଜନକ ମୃତୁ୍ୟ

ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅର ସନେ୍ଦହଜନକ ମୃତୁ୍ୟ

ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅର ସନେ୍ଦହଜନକ ମୃତୁ୍ୟ
ବଣାଇ: ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅର ସନେ୍ଦହଜନକ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ରୁଗୁଡି ଅଂଚଳର ଜଙ୍ଗଲରୁ ସ୍ୱାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି । ସକାଳେ ବନ୍ଦ ଘରୁ ମାଆ ଓ ୩ ବର୍ଷର ଝିଅର ମୃତଦେହ ଉଦ୍ଧାର ହୋଇଥିଲା । କୋଇଡା ଥାନା ମସଜିଦ ଗଳିର ଏକ ବନ୍ଦ ଘର ଭିତରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମାଆର ମୃତଦେହ ଘରେ ଝୁଲୁଥିବା ବେଳେ ଝିଅର ମୃତଦେହ ତଳେ ପଡିଥିଲା । ମୃତଦେହ ଜବତ ସହ ଘର ମାଲିକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି ।