ଗୃହିଣୀ ଜାଣନ୍ତୁ

ଗୃହିଣୀ ଜାଣନ୍ତୁ

ଗୃହିଣୀ ଜାଣନ୍ତୁ
ଘରେ ବ୍ୟବହାର କରୁଥିବା ଚାବିଗୁଡ଼ିକ ଭିନ୍ନ ଭିନ୍ନ ରଙ୍ଗରେ ସଜାନ୍ତୁ । ଏହା ଦ୍ୱାରା ତାଲା ପାଇଁ ଚାବି ଚିହ୍ନିବା ସହଜ ହୁଏ । ବ୍ଲାଉଜ ବୋତାମରେ ନେଲ ପଲିସ ଲଗାନ୍ତୁ, ଅସମୟରେ ବୋତାମ ଖୋଲିଯିବା ଭଳି ସମସ୍ୟାରେ ପଡ଼ିବେ ନାହିଁ । ପୁରୁଣା ଜୋତାର ତଳ ଭାଗରେ ନେଲ ପଲିସ ଲଗାନ୍ତୁ । ଭଲ ଦିଶିବ ଓ ପିନ୍ଧିବାକୁ ଖରାପ ଲାଗିବ ନାହିଁ । ଲେସ୍ରେ ମଧ୍ୟ ଲଗାଇପାରିବେ । ସୂତା ଅଗରେ ନେଲ ପଲିସ ଲଗାଇ ଛୁଞ୍ଚିରେ ପୂରାନ୍ତୁ । ସହଜ ହେବ । ପେଚ କଣ୍ଟା ଢ଼ିଲା ଥିଲେ, ନେଲ୍ ପଲିସ୍ ଲଗାନ୍ତୁ, ବାହାରିଯିବ ନାହିଁ ।