ଖୋର୍ଦ୍ଧାର ପୂର୍ବତନ ସିଡିଏମଓ ଗିରଫ ।

ଖୋର୍ଦ୍ଧାର ପୂର୍ବତନ ସିଡିଏମଓ ଗିରଫ ।

ଖୋର୍ଦ୍ଧାର ପୂର୍ବତନ ସିଡିଏମଓ ଗିରଫ ।
ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସିଡିଏମଓ ବୈଦନାଥ ନାୟକଙ୍କୁ ପୁଲିସ ଗିରଫ କରିଛି । ପ୍ରକାଶ ଯେ, ଏକ ଘରୋଇ କ୍ଲିନିକକୁ ଜଣେ ମହିଳା ଚିକିତ୍ସା ପାଇଁ ଆସିଥିଲେ । ଏହି ଅବସରରେ ଡାକ୍ତର ନାୟକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଟାଉନ ଥାନା ପୁଲିସ ଡାକ୍ତର ନାୟକଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାଯାଇଛି ।