କାହାକୁ ମିଳିଲା କଂଗ୍ରେସ ଟିକେଟ
କାହାକୁ ମିଳିଲା କଂଗ୍ରେସ ଟିକେଟ
admin
Mar 23, 2019 - 03:46
Updated: Mar 23, 2019 - 03:46
ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।
ଲୋକସଭା ଆସନ :
ବଲାଙ୍ଗୀର : ସମରେନ୍ଦ୍ର ମିଶ୍ର
କୋରାପୁଟ : ସପ୍ତଗିରି ଉଲାକା
ବିଧାନସଭା ଆସନ
ବିଜେପୁର : ରିପୁନାଥ ସେଠ
ଭଟଲୀ : ସରୋଜ ମହାପାତ୍ର
ଝାରସୁଗୁଡ଼ା : ମହେନ୍ଦ୍ର ନାୟକ
ତଳସରା : ଡାକ୍ତର ପ୍ରଫୁଲ୍ଲ ମାଝୀ
ସୁନ୍ଦରଗଡ଼ : ଅମିତା ବିଶ୍ୱାଳ
ରଘୁନାଥପଲ୍ଲୀ : ପ୍ରଶାନ୍ତ ସେଠୀ
ରାଉରକେଲା : ମୁକ୍ତିକାନ୍ତ ବିଶ୍ୱାଳ
କୁଚିଣ୍ଡା : ଶୋଭାରାମ ପ୍ରଧାନ
ରେଙ୍ଗାଲୀ : ବାଲକ୍ରୀଷ୍ଣା ରୋହିଦାସ
ସମ୍ବଲପୁର : ଅଶ୍ୱିନୀ କୁମାର ଗୁରୁ
ରେଢାଖୋଲ : ଆସଫ ଅଲ୍ଲୀ ଖାନ
ଦେବଗଡ଼ : ଉମାଶଙ୍କର ସାହୁ
ଆନନ୍ଦପୁର : ଜୟଦେବ ଜେନା
କେନ୍ଦୁଝର : ବିଦ୍ୟାଧର ଦେହୁରୀ
ଚମ୍ପୁଆ : ଯଦୁମଣି ବାରିକ
କରଞ୍ଜିଆ : ସୁଦାମ ଚରଣ ନାଏକ
ଜଳେଶ୍ୱର : ସୁଦର୍ଶନ ଦାସ
ନୀଳଗିରି : ମନୋରଂଜନ ଦେବୀ
କୋରେଇ : ବନ୍ଦିତା ପରିଡ଼ା
ଢେଙ୍କାନାଳ : ନବୀନ ନନ୍ଦ
ପାଳଲହରା : ସୁବ୍ରତ ଗଡ଼ନାୟକ
ତାଳଚେର : ସୁରେଶ ଚନ୍ଦ୍ର ବେହେରା
ଅନଗୁଳ : ବିପ୍ଲବ ଜେନା
ଛେଣ୍ଡିପଦା : ସସ୍ମିତା ବେହେରା
ଆଠମଲ୍ଲିକ : ବିଜୟାନନ୍ଦ ଚୋଲିଆ
ସୋନପୁର : ଚିତରଂଜନ ମିଶ୍ର
ଲୋଇସିଂହା : ନବକିଶୋର ନାଏକ
ଟିଟିଲାଗଡ଼ : ସୁରେନ୍ଦ୍ର ସିଂହ ଭୋଇ
କଂଟାବାଞ୍ଜô : ସନ୍ତୋଷ ସିଂହ ସାଲୁଜା
ଉମରକୋଟ : ଯଶୋଦା ରାଣୀ ଗଣ୍ଡ
ଜୁନାଗଡ଼ : ଅନୀଲ ସିଂହଦେଓ
ଭବାନୀପାଟଣା : ସାଗର ଚରଣ ଦାସ
ନର୍ଲା : ଚିତରଂଜନ ମଣ୍ଡଳ
ବାଙ୍କୀ : ଡକ୍ଟର ଦେବାଶିଷ ନାୟକ
ଆଠଗଡ଼ : ଉମା ବଲ୍ଲଭ ରଥ
ବାରବାଟୀ-କଟକ : ମହମ୍ମଦ ମୁକିମ
କଟକ ସଦର : ରନôାକର ବେହେରା
କେନ୍ଦ୍ରାପଡ଼ା : ଗଣେଶ୍ୱର ବେହେରା
ଆଳି : ଦେବେନ୍ଦ୍ର ଶର୍ମା
ରାଜନଗର : ଅଂଶୁମାନ ମହାନ୍ତି
ଜଗତସିଂହପୁର : ଚିରଂଜିବୀ ବିଶ୍ୱାଳ
କାକଟପୁର : ବିଶ୍ୱଭୂଷଣ ଦାସ
ବ୍ରହ୍ମଗିରି : ଉମାକାନ୍ତ ବରାଳ
ସତ୍ୟବାଦୀ : ପ୍ରସାଦ ହରିଚନ୍ଦନ
ଏକାମ୍ର : ରଶ୍ମୀରେଖା ମହାପାତ୍ର
ଜଟଣୀ : ସୁରେଶ କୁମାର ରାଉତରାୟ
ରଣପୁର : ଶୁଭଶ୍ରୀ ପଣ୍ଡା
ଖଲିକୋଟ : ଭୋକାଲି ସେଠୀ
ସୋରଡ଼ା : ସଂଗ୍ରାମ ମହାନ୍ତି
ଦିଗପହଣ୍ଡି : ପ୍ରଫୁଲ୍ଲ ପଣ୍ଡା (ପୂର୍ବରୁ ବିସ୍ମୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା)
ପାରଳାଖେମୁଣ୍ଡି : କେ ସୂର୍ଯ୍ୟା ରାଓ
ରାୟଗଡ଼ା : ଅପାଲସ୍ୱାମୀ କାଡ଼ରକା
ଲକ୍ଷ୍ମୀପୁର : କୈଳାସ ଚନ୍ଦ୍ର କୁଳେସିକା
କୋଟପାଡ଼ : ଚନ୍ଦ୍ରଶେଖର ମାଝୀ