କରୋନାରୁ ଆଉ ୧୩୮ ଆକ୍ରାନ୍ତ ସୁସ୍ଥ
କରୋନାରୁ ଆଉ ୧୩୮ ଆକ୍ରାନ୍ତ ସୁସ୍ଥ
admin
Feb 3, 2021 - 05:06
Updated: Feb 3, 2021 - 05:06
ଭୁବନେଶ୍ୱର : କରୋନାରୁ ଆଉ ୧୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୩୨୩୭୭ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୨୨, ବରଗଡ଼ରେ ୧୮, କଟକରେ ୧୫, ସମ୍ବଲପୁରରେ ୧୦, ନୂଆପଡ଼ାରେ ୮, ଅନୁଗୁଳରେ ୭, ବାଲେଶ୍ୱରରେ ୭, ଭଦ୍ରକରେ ୭, ପୁରୀରେ ୭, କଳାହାଣ୍ଡିରେ ୬, ଝାରସୁଗୁଡ଼ାରେ ୫, ଯାଜପୁରରେ ୩, ନବରଙ୍ଗପୁରରେ ୩, ରାୟଗଡ଼ାରେ ୩, ଢେଙ୍କାନାଳରେ ୨, ଜଗତସିଂହପୁରରେ ୨, କନ୍ଧମାଳରେ ୨, କେନ୍ଦୁଝରରେ ୨, ଖୋର୍ଦ୍ଧାରେ ୨, ସୋନପୁରରେ ୨, ବଲାଙ୍ଗୀରରେ ୧, ଗଞ୍ଜାମରେ ୧, କେନ୍ଦ୍ରାପଡ଼ାରେ ୧, କୋରାପୁଟରେ ୧ ଓ ରାଜ୍ୟ ପୁଲରେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।