କଂଗ୍ରେସର ବୁଦ୍ଧିଜୀବୀ ସମ୍ମିଳନୀ

କଂଗ୍ରେସର ବୁଦ୍ଧିଜୀବୀ ସମ୍ମିଳନୀ

କଂଗ୍ରେସର ବୁଦ୍ଧିଜୀବୀ ସମ୍ମିଳନୀ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଶୁକ୍ରବାର କଂଗ୍ରେସର ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହାଛଡ଼ା ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଦଳର ଭବିଷ୍ୟତ ପାଇଁ କଂଗ୍ରେସ ପକ୍ଷରୁ ବୁଦ୍ଧିଜୀବୀଙ୍କ ମତ ଲୋଡ଼ାଯାଇଛି ।