ଓଡିଶାକୁ ଆସିଲା 6 ହଜାର ରାପିଡ୍‌ ଟେଷ୍ଟିଂ କିଟ୍‌, ମାତ୍ର 30 ମିନିଟ୍‌ ରେ ଆସିବ ଫଳାଫଳ

ଓଡିଶାକୁ ଆସିଲା 6 ହଜାର ରାପିଡ୍‌ ଟେଷ୍ଟିଂ କିଟ୍‌, ମାତ୍ର 30 ମିନିଟ୍‌ ରେ ଆସିବ ଫଳାଫଳ

ଓଡିଶାକୁ ଆସିଲା 6 ହଜାର ରାପିଡ୍‌ ଟେଷ୍ଟିଂ କିଟ୍‌, ମାତ୍ର 30 ମିନିଟ୍‌ ରେ ଆସିବ ଫଳାଫଳ
ଓଡିଶାର କରୋନା ହଟ୍‌ସ୍ପଟ୍‌ ରାଜଧାନୀ ଭୁବନେଶ୍ବରକୁ ଆସିଛି ରାପିଡ୍‌ ଟେଷ୍ଟିଂ କିଟ୍‌ । ଏହି ରାପିଡ୍‌ ଟେଷ୍ଟିଂ କିଟ୍‌ରେ ମାତ୍ର 30 ମିନିଟ୍‌ ମଧ୍ୟରେ ଫଳାଫଳ ଜଣାପଡିବ । ରାଜ୍ୟ ସରକାର ଚଳିତ ସପ୍ତାହ ମଧ୍ୟରେ 5 ହଜାର ଟେଷ୍ଟିଂର ଲକ୍ଷ୍ୟ ରଖିଥିବା ବେଳେ ଏହି ଟେଷ୍ଟିଂ କିଟ୍‌ ଦ୍ବାରା ଏହା ସହଜରେ ହୋଇପାରିବ । ଉଲ୍ଲେଖଯୋଗ୍ୟ ଯେ, ଓଡିଶାରେ ସମୁଦାୟ 61 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 46 ଜଣ ଭୁବନେଶ୍ବରରୁ ରହିଛନ୍ତି ।