ଓକିଲଙ୍କ ହେବ ଲାଇସେନ୍ସ ବାତିଲ

ଓକିଲଙ୍କ ହେବ ଲାଇସେନ୍ସ ବାତିଲ

ଓକିଲଙ୍କ ହେବ ଲାଇସେନ୍ସ ବାତିଲ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ମାସ ହେଲା ଓକିଲଙ୍କ ଆନେ୍ଦାଳନ ପାଇଁ କୋର୍ଟ କାର୍ଯ୍ୟ ବ୍ୟାହତ ହେଉଛି । ଲୋକମାନେ ବି ହଇରାଣ ହେଉଛନ୍ତି । ତେବେ ରାଜ୍ୟରେ ଓକିଲ ଆନେ୍ଦାଳନ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଦେ୍ର୍ଧଶ ଦେଇଛନ୍ତି । ଆନେ୍ଦାଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । 

ଲାଇସେନ୍ସ ବାତିଲ ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ନିଦେ୍ର୍ଧଶ ଦେଇଛନ୍ତି ।  ଏଥିସହ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।  ନ୍ୟାୟିକ ଅଧିକାରୀ ଓ ମହକିଲଙ୍କୁ  ସୁରକ୍ଷା ଯୋଗାଇ ଦେବାକୁ ବି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । 

କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନେ୍ଦାଳନକାରୀଙ୍କୁ ଗିରଫ କରିବାକୁ ବି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।