ଏହି ଧୂଆଁ ଦୂର କରିବା ହାର୍ଟଆଟକ ସମସ୍ୟା

ଏହି ଧୂଆଁ ଦୂର କରିବା ହାର୍ଟଆଟକ ସମସ୍ୟା

ଏହି ଧୂଆଁ ଦୂର କରିବା ହାର୍ଟଆଟକ ସମସ୍ୟା

ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀ ଆପଣେଇବା ଫଳରେ ଆମକୁ ଅନେକ ଫାଇଦା ମିଳୁଛି । ଏହା ସହିତ ଖାଦ୍ୟପେୟ ଓ ସାଧାରଣ ଜୀବନଜାପନରେ ପରିବର୍ତ୍ତନ ପାଇଁ ଲୋକ ଅନେକ ରୋଗାଗ୍ରସ୍ତ ମଧ୍ୟ ହେଉଛନ୍ତି । ଜଳବାୟୁରେ ପରିବର୍ତ୍ତନ ମଧ୍ୟ ରୋଗ ହେବାର ମୁଖ୍ୟ କାରଣ । ପରିବର୍ତ୍ତିିତ ଜୀବନ ଶୈଳୀରେ କେତେକଙ୍କ ଠାରେ ହାର୍ଟ ଆଟାକ୍ ସମସ୍ୟା ଦେଖାଦେଇଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଧୂଆଁ ଯୋଗୁଁ ଆମେ ହାର୍ଟ ଆଟାକ ଭଳି ଗମ୍ଭୀର ସମସ୍ୟାକୁ ଦୂରେଇ ଦେଇ ପାରିବା । ଏହି ଧୂଆଁ କିଛି ମାରାତ୍ମକ କ୍ଷତି ପହଞ୍ଚାଇବ ନାହିଁ । ଏହା ହେଉଛି କିଛି ଘରୋଇ ଉପଚାର ।

- ଘରେ ଯଦି କେହି ହାର୍ଟ ଆଟାକ ରୋଗୀ ଥାଆନ୍ତି ତେବେ ସବୁଦିନ ଘରେ ଝୁଣା ଧୁଆଁ ଦିଅନ୍ତୁ । ଏହାଦ୍ୱାରା ମନରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ହରମୋନ୍ ସ୍ତରକୁ ନିୟନ୍ତ୍ରିତ କରି କୋଲେଷ୍ଟ୍ରଲ କମ୍ କରିଥାଏ । 

- ଝୁଣା ଧୁଆଁ ଦେବା ଦ୍ୱାରା ଏହା ରକ୍ତଚାପ ସ୍ୱାଭାବିକ କରାଇଥାଏ । ଫଳରେ ହାର୍ଟ ଆଟାକ୍ ଭଳି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରେ । - ଝୁଣାରେ ଥିବା ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ନିଶ୍ୱାସରେ ଫୁସଫୁସ୍ ରକ୍ତକୋଷିକାରେ ଆବଜରଭ୍ ହୋଇ ରକ୍ତରେ ଥିବା ଟ୍ରାଇଗ୍ଲିସେରଡ୍ କମ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । 

ତେଣୁ ଘରେ ସପ୍ତାହରେ ୩-୪ଥର ଝୁଣା ଧୁଆଁ ଦେଲେ ଅନେକ ଉପକାର ମିଳିଥାଏ ।