ଏନକାଉଣ୍ଟର: କ୍ୟାଡର ମାଓବାଦୀ ମୃତ

ଏନକାଉଣ୍ଟର: କ୍ୟାଡର ମାଓବାଦୀ ମୃତ

ଏନକାଉଣ୍ଟର: କ୍ୟାଡର ମାଓବାଦୀ ମୃତ
ମାଲକାନଗିରି: ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ଜଙ୍ଗଲରେ ଏନକାଉଣ୍ଟ ର ହୋଇଛି । ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଅବସରରେ ପୁଲିସ ଗୁଳିରେ ଜଣେ କ୍ୟାଡର ମାଓବାଦୀଙ୍କ ମୃତୁ୍ୟ ହୋଇଛି । ମୃତ ମାଓବାଦୀଙ୍କ ନାମ କିଶୋର ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ଘଟଣାସ୍ଥଳରୁ ଗୋଟିଏ ଏ-କେ ୪୭ ରାଇଫଲ ଓ ବିସ୍ଫୋରକ ଜବତ କରାଯାଇଛି । ଏବେ ବି ଅପରେସନ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।